23 ତମ କଳିଙ୍ଗ ପୁସ୍ତକ ମେଳା 2020 ର ଡିଜିଟାଲ ସଂସ୍କରଣ
ମହାବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା
STEP BY STEP Process to the Competition:
1 Register here (click) by 10 PM on November 29th.
2- Then all the contestants will be added to whatsapp group
3- All the information about the competition will be reported in that whatsapp group
4- The contestants will upload videos of speeches, music, dances, poetry recitations and upload them to that group.
5- In the essay writing competition, the contestants will write on paper and upload their photos in that group.
6-A password for speech, music, dance, poetry recitation and essay writing competitions will be given to the group 1 hour before the start of the competition.
7- Competitors must say the password before making the video, otherwise the video will not be considered.
8- The rules of each competition will be announced to the group at 10 am on the same day.
2 ରୁ 5 ଡ଼ିସେମ୍ବର 2020
- 1-ବକୃତା - 2 ଡ଼ିସେମ୍ବର ଅପରାହ୍ନ 3 pm
- 2-ଏକକ ସଂଗୀତ - 3 ଡ଼ିସେମ୍ବର ଅପରାହ୍ନ 3 pm
- 3-ଏକକ ନୃତ୍ୟ - 4 ଡ଼ିସେମ୍ବର ଅପରାହ୍ନ 3 pm
- 4-ପ୍ରବନ୍ଧ ଲିଖନ - 5 ଡ଼ିସେମ୍ବର ଅପରାହ୍ନ 3 pm
- 5-କବିତା ଆବୃତି - 5 ଡ଼ିସେମ୍ବର ଅପରାହ୍ନ 5 pm
1- ପ୍ରଥମେ ଦିଆଯାଇଥିବା ଗୁଗୁଲ ଫର୍ମ ର ଲିଙ୍କରେ 29 ନଭେମ୍ବର ରାତ୍ର 10 PM ମଧ୍ୟରେ ନାମ ପଞ୍ଜିକର ଣ କରନ୍ତୁ
|( Click Here to Submit your Participation)
2- ଏହାପରେ ସମସ୍ତ ପ୍ରତିଯୋଗୀଙ୍କୁ whatsapp ଗ୍ରୁପରେ ଯୋଡ଼ାଯିବ |
3- ପ୍ରତିଯୋଗିତା ସମ୍ବନ୍ଧୀୟ ସମସ୍ତ ସୂଚନା ସେହି whatsapp ଗ୍ରୁପ ରେ ଜଣାଇଦିଆଯିବ |
4- ବକୃତା, ସଂଗୀତ, ନୃତ୍ୟ , କବିତା ଆବୃତି ର ଭିଡିଓ କରି ପ୍ରତିଯୋଗୀ ମାନେ ସେହି ଗ୍ରୁପ ରେ ଅପଲୋଡ଼ କରିବେ |
5- ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ପ୍ରତିଯୋଗୀ ମାନେ ପେପର ରେ ଲେଖି ତାହାର ଫଟୋ ସେହି ଗ୍ରୁପ ରେ ଅପଲୋଡ଼ କରିବେ |
https://www.facebook.com/Kalinga-book-fair-103269457765242
ଧନ୍ୟବା
WhatsApp ଗ୍ରୁପ ର ଲିଙ୍କ :- (Join କରନ୍ତୁ)
No comments:
Post a Comment